ପୁଣି ବନ୍ଦ ହେଲା ସମ୍ବଲପୁର ବିଶ୍ୱବିଦ୍ୟାଳୟ
ସମ୍ବଲପୁର- କୋଭିଡ-୧୯ କୁ ଦୃଷ୍ଟରେ ରଖି ଜୁଲାଇ ୧୪ରୁ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ ରହିବ । ବିଶ୍ୱବିଦ୍ୟାଳୟର ସମସ୍ତ ଦରକାରୀ କାମ ୱେସାଇଟରେ ଉପଲବ୍ଧ ହେବ । ସମସ୍ତ ଅଧ୍ୟାପକ ଓ ଅଧ୍ୟପିକା ମାନେ ନିଜ ମୋବାଲ ଫୋନ ସୁଇଚିଅଫ ନକରିବା ପାଇଁ କୁହାଯାଇଛି!-->…