ଆଫଗାନିସ୍ତାନରେ ବିସ୍ଫୋରଣ: ୪୩ ଆହତ
କାବୁଲ: ଉତର ଆଫଗାନିସ୍ତାନର ସାମଗନ ଅଂଚଳରେ ଏକ କାରରେ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୪୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ହସ୍ପିଟାଲ ନିଆଯାଇଛି । ପ୍ରାଦେଶିକ ପରିଷଦର ଡେପୁଟି ହେଡ୍ ମହମ୍ମଦ ହାସିମ୍ ସରୱାରୀ କହିଛନ୍ତି ଯେ ,ଏହି ବିସ୍ଫୋରଣ ପଛରେ କୈାଣସି!-->…
ମା ତୋ ପରି କେହି ନାହିଁ
ଆରିଜୋନା: ମା ତୋ ପରି କେହି ନାହିଁଁ । ଏହି ବାସ୍ତବ ଉକ୍ତିକୁ ସତ କରଛନ୍ତି ଏମିତି ଜଣେ ମା , ଯିଏ ନିଜ ସନ୍ତାନକୁ ବଂଚାଇବାକୁ ଯାଇ ନିଜେ ନିଆଁ ରେ ଜିଅନ୍ତା ଦଗ୍ଧ ହୋଇଛନ୍ତି । ଏଭଳି ଏକ ହୃଦୟ ବିଦାରଖ ଘଟଣା ଦେଖିବାକୁ ମିଳିଛି ଆମେରିକାର ଆରିଜୋନାରେ । ଏକ ତିନିମହଲା କୋଠା ନିଆଁ!-->…
ମନରେଗା ଶ୍ରମ ଦିବସ ବଢାଅ
ପ୍ରାଣଘାତୀ କରୋନା ଭୂତାଣୁର ମୁକାବିଲା ପାଇଁ ଦେଶରେ ୬୮ ଦିନିଆ ଲକଡାଉନ ପରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଧଶା କାହାରିକୁୁ ଅଛପା ନାହିଁ । ଭାରତ ପରି ଜନମଙ୍ଗଳ ରା୍େଟ୍ରରେ ପ୍ରବାସୀ ଶ୍ରମିକଙ୍କ ଯନ୍ତ୍ରଣା ବୋଧହୁଏ ଭାରତୀୟ ଗଣତାନ୍ତ୍ରୀକ ଇତିହାସରେ ଏକ ବିରଳ!-->…
ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ଓପିଡି ବନ୍ଦ
ଭୁବନେଶ୍ୱର- ବାଙ୍କୀ ମୁଖ୍ୟ ଚିକିତ୍ସାଳୟ ଓପିଡି ୨ ଦିନ ଧରି ବନ୍ଦ ରହିବ । ଜଣେ ଡାକ୍ତରଙ୍କ ପୁଅ କରୋନା ପଜିଟିଭ ପରେ ଏଭଳି ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ । ଡାକ୍ତରଙ୍କ ସହ ମିଳାମିଶା କରିଥିବା ୬ ଜଣ ଡାକ୍ତରଙ୍କୁ ହୋମ କ୍ୱାରେନଂଟାଇନ ପଠାଯାଇଛି । ମେଡିକାଲକୁ ସଂପୂର୍ଣ୍ଣ ରୂପେ!-->…
ଲକ୍ଷଣନଥିବା ରୋଗୀଙ୍କୁ ହୋମ ଆଇସୋଲେସନ ଅନୁମତି
ଭୁବନେଶ୍ୱର- ଏଣିକି ଲକ୍ଷଣନଥିବା ବା ସାମାନ୍ୟ ଲକ୍ଷଣଥିବା ରୋଗୀଙ୍କୁ ହୋମ ଆଇସୋଲେସନ ପାଇଁ ଅନୁମତି ଦେଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ସର୍ତମଳକ ଭାବେ ଘରେ ରହି ଚିକିତ୍ସିତ ହୋଇପାରିବେ । ୧୪୪ ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହେବ ହୋମ ଆଇସୋଲେସନ । ଯେଉଁମାନଙ୍କ ଘରେ ହୋମ!-->…
କରୋନା ଚିହ୍ନଟ ପରେ ଜେ.କେ.ପୁରବାସୀ ଛାନିଆ
ରାୟଗଡା– ରାୟଗଡା ସହର କସ୍ତୁରୀ ନଗରର ଜଣେ ୭୨ ବର୍ଷ ବୃଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ଖବର ଆସିବା ପରେ ଜେ.କେ.ପୁର ବାସିନ୍ଦା ଛାନିଆ ହୋଇଯାଇଛିନ୍ତି । ଆକ୍ରାନ୍ତ ଜଣକ ପୂର୍ବରୁ ଜେ.କେ.ପେପର ମିଲରେ କାର୍ଯ୍ୟରତ ଥିଲେ । ସେ କିଛି ଦିନ ତଳେ ଜେ.କେ.ପୁର ତୁଲସମା କଲୋନୀରେ ଥିବା ନିଜ!-->…
ସିଆରପିଏଫ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ରାୟଗଡା– ରାୟଗଡା ସହର ଓଏମପି ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରିଜର୍ଭ ପୋଲିସ କ୍ୟାମ୍ପ ଏବଂ ତାହାର ଆଖ ପାଖ ଅଚଂଳରେ ସିଆରପିଏଫ ତରଫରୁ ୫୦୦ ବୃକ୍ଷରୋପଣ କରାଯାଇଥିଲା । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଂଟ!-->…
ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ
ରାୟଗଡା – ରାୟଗଡା ଜିଲ୍ଲାରେ ପୁଣିଥରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ୍ କରି ରାୟଗଡା ଜିଲ୍ଲାରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସୂଚନା ପରେ ଡା.ନାୟକ!-->…
ଦଶରଥପୁରରେ ୨୫୦ ଡେଇଁଲା କରୋନା
ଦଶରଥପୁର: କରୋନାର ପ୍ରଭାବ ଜିଲ୍ଳାରେ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ସୁଦ୍ଧା ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଂଚିଛି । ରବିବାର ନୂତନ ଭାବେ ଚିହ୍ନଟ ହୋଇଥିବା ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ!-->…