ଓପିଡି ୪୮ ଘଂଟା ପାଇଁ ବନ୍ଦ
ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲର ହସ୍ପିଟାଲ ଜଣେ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେ ଭେଷଜ ବିଭାଗର ଡାକ୍ତର ବୋଲି ଜଣାଯାଇଛି । ଡାକ୍ତରଙ୍କ ସଂସ୍ପର୍ଶରେ ଭେଷଜ ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏବଂ ଅନ୍ୟମାନେ ଆସିଥିବାରୁ ଭେଷଜ ଓପିଡିକୁ ୪୮ ଘଂଟା ପାଇଁ ବନ୍ଦ କରାଯାଇଛି!-->…