ବର୍ଷା ନାହିଁ! ଉଠା ଜଳସେଚନ ଭରଷାରେ ଚାଷୀ
ଯାଜପୁର : ବର୍ଷା ନାହିଁ । ଜମି ଫାଟି ଆଁ । ଚାଷ କାମରେ ବ୍ୟାଘାତ ଘଟିଥିବା ବେଳେ ଚିନ୍ତାରେ ପଡ଼ିଛି ଚାଷୀ । ଅନ୍ୟ ଉପାୟ ନଥିବାରୁ ଧାନ ବିଲକୁ ବଂଚାଇବା ପାଇଁ ହେଉ କିମ୍ବା ଧାନ ରୁଆ ପାଇଁ ଉଠା ଜଳ ସେଚନ ଉପରେ ନିର୍ଭର କରୁଥିବାର ଦେଖିବାକୁ ମିଳିଛି । ଆଷାଢ଼ ମାସ ଶେଷ ଭାଗ ଓ ଶ୍ରାବଣ!-->…