ବିଜେପି ନେତାଙ୍କୁ ଉଠାଇ ନେଲେ ଆତଙ୍କବାଦୀ
ଶ୍ରୀନଗର- ଜାମ୍ମୁ-କାଶ୍ମୀରରେ ଜଣେ ବିଜେପି ନେତା ଓ ବାପା –ଭାଇଙ୍କୁ ହତ୍ୟାର ସପ୍ତାହକ ମଧ୍ୟରେ ଆଉଜଣେ ବିଜେପି ନେତା ଙ୍କୁ ଅପହରଣ କରିନେଇଛନ୍ତି ଆତଙ୍କବାଦୀ । ସେ ହେଲେ ମେହରାଜ୍ ଉଦ୍-ଦିନ୍ ମାଲ୍ଲା । ବାରାମୂଳା ଜିଲ୍ଲାର ୱାଟରଗାମ୍ ମୁ୍ୟନିସିପାଲ କମିଟି ଉପସଭାପତି ଥିବା ମେହରାଜ ବୁଧବାର!-->…