ସରକାରୀ ଅଫିସରେ ଲୋକଙ୍କ ପ୍ରବେଶ ମନା
ଜଗତସିଂହପୁର: କରୋନା ଭୂତାଣୁ କୋଭିଡ୍-୧୯ ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜନସାଧାରଣଙ୍କ ଜ଼ିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ପ୍ରବେଶ ଉପରେ କଟକଣା ଜାରୀ କରିଛନ୍ତି । ଏହି କଟକଣା ଜୁଲାଇ ୩୧ ତାରିଖ ପର୍ଯନ୍ତ ବଳବତର ରହିବ!-->…