ରିଲିଜ୍‍ ହେଲା ‘ଶକୁନ୍ତଳା ଦେବୀ’ ଟ୍ରେଲର; ଭିନ୍ନ ଅବତାରରେ ବିଦ୍ୟା

ମୁମ୍ବଇ: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ’ର ଟ୍ରେଲର ବୁଧବାର ରିଲିଜ୍‍ ହୋଇଛି। ଗଣିତଜ୍ଞ ଶକୁନ୍ତଳା ଦେବୀ ଯିଏ କି ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ, ତାଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ବିଦ୍ୟା ମୁଖ୍ୟ ଭୂମିକାରେ

ଇସ୍କନ ମୁଖ୍ୟ ସେବକଙ୍କୁ କରୋନା

ଜଳେଶ୍ୱର: ଜଳେଶ୍ୱର ବ୍ଲକ ଅଧୀନ ଗୋବରଘଟା ପଂଚାୟତର କୃଷ୍ଣନଗର ସ୍ଥିତ ଇସ୍କନ ଜଗନ୍ନାଥ ମନ୍ଦିରର ମୁଖ୍ୟ ସେବକ ତଥା ତାଙ୍କ ପତ୍ନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପତି,ପତ୍ନୀ ସମାଜସେବା କାର୍ଯ୍ୟରେ ନିୟୋଜିତ ଥିବାରୁ , ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି । ଏଥିପାଇଁ ଲୋକଙ୍କ

ସୁପରଭାଇଜର ଉଦ୍ଧାର : ୧୧ ଅପହରଣକାରୀ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ରାସ୍ତା କାମ ନିର୍ମାଣ କରୁଥିବା ଠିକାଦାରଙ୍କ ୨ ଜଣ ସୁପରଭାଇଜରଙ୍କୁ ଡକାୟତ ଦଳ ଅପହରଣ କରି ୧୦ ଲକ୍ଷ ଟଙ୍କା ବଟି ମାଗିବାର ମାମଲାର ଖୁଲାସ କରିଛି ପୋଲିସ । ସୂଚନା ମୁତାବକ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାଣ୍ଡିବିଶିରେ ରାସ୍ତା କାମ ନିର୍ମାଣ

ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ଓ ବହି ଖାତା ବଂଟନ

ବାରିପଦା: କିସ୍, କିଟ୍, କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳର ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ କିସ୍ ଅନୁଷ୍ଠାନରେ ପାଠ ପଢୁଥିବା ଓଡିଶାର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ଖାଇବା ନିମନ୍ତେ ଚୂଡା, ଚିନି ବିସ୍କୁଟ, ଡାଲି ଆଦି ଶୁଖିଲା ଖାଦ୍ୟ ଏବଂ ପାଠ ପଢିବା ନିମନ୍ତେ ବହି, ଖାତା,

କୋଭିଡ କେୟାର ଅବ୍ୟବସ୍ଥା

ବ୍ରହ୍ମପୁର- କୋଭିଡ କେୟାର ସେଂଟରରେ ଅବବ୍ୟସ୍ଥା ଅଭିଯୋଗ । ପିଇବା ପାଣି ମିଳୁନି କି ସଫ ମଧ୍ୟ ହେଉ ନାହିଁ । ଏନେଇ ଅଭିଯୋଗ କଲେ ଦୃବ୍ୟବହାର କରାଯାଉଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ପାଲୁର ହିଲସ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରୁ । ଏହି କୋଭିଡ କେୟାରରେ

ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା

ଯୋଡା: କେନ୍ଦୁଝର ଜିଲ୍ଲା ସୋୟାବାଲି ସ୍ଥିତ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ମାନେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଦ୍ଭୂତପୂର୍ବ ସଫଳତା ଅର୍ଜନ କରିଛନ୍ତି । ସଦ୍ୟ ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ବିଦ୍ୟାଳୟର ବିଜ୍ଞାନ ତଥା ବାଣିଜ୍ୟ ବିଭାଗରେ ମୋଟ ୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ

ମୁକ୍ତାକାଶ ଆଶ୍ରମରୁ ମୁକ୍ତି ପାଇଲେ ୭ ଅନ୍ତେବାସୀ

ମେଣ୍ଢାଶାଳ- ଖୋର୍ଦ୍ଧା ଜିଲ୍ଳା ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ ଜେଲ୍ (ଆଶ୍ରମ)ରୁ ୭ ଜଣ ଅନ୍ତେବାସୀଙ୍କୁ ମୁକୁଳିଚନ୍ତି ଦୀର୍ଘବର୍ଷର କାରାବାସରୁ ମୁକ୍ତି ମିଳିଛି । କାରାବାସର ଶେଷ ପର୍ଯ୍ୟାୟ ଏହି ଆଶ୍ରମରେ ବିତାଇବା ପରେ ସେମାନଙ୍କ ନିଜ ଜୀବନଯାପନ ପ୍ରଣାଳୀରେ ସ୍ଥାୟୀ

୩୯୯ ଟଙ୍କାରେ କରୋନା ଟେଷ୍ଟ

ଭୁବନେଶ୍ୱର- ଦିଲ୍ଲୀ ଆଇଆଇଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା କରୋନା ଟେଷ୍ଟିଂ କିଟର ଶୁଭରାମ୍ଭ କରାଯାଇଛି । ଏହା ବିଶ୍ୱର ସବୁଠାରୁ ଶସ୍ତା କିଟ । ଏହାର ମୂଳ ଦର ୩୯୯ ଟଙ୍କା ରହିଛି । ଆରଏନଏ ଆଇସୋଲେସନ ଏବଂ ଲାବେରେଟୋରୀ ଚାର୍ଜସ୍ ମିଶାଇଲେ ଏହାର ଦର ୬୫୦ ଟଙ୍କା ଯାଏ ବଢିବ । ୩ ଘଂଟାରେ

ଅନଲାଇନ କ୍ଳାସ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ- ଅନଲାଇନ କ୍ଳାସ ପାଇଁ ଏମଏଚଆରଡି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ପ୍ରଗ୍ୟାତା ନାମକ ଏହି ନୂତନ ଗାଇଡଲାଇନରେ ପ୍ରାକ ପ୍ରାଥମିକ ଶେଣ୍ରୀର ପିଲାଙ୍କ ପାଇଁ ଗୋଟିଏ ଦିନରେ ଅନଲାଇନ କ୍ଳାସର ଅବଧି ୩୦ ମିନିଟରୁ ଅଧିକ ନ ରଖିବାକୁ ପରାମର୍ଶ ଦିଆଯାଇଛି । ପ୍ରଥମରୁ ଅଷ୍ଟମ