ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାରିପଦା: ସ୍ଥାନୀୟ ଟାଉନ୍ ଥାନା ଅଧୀନ ତଖତପୁର ଅଚଂଳରେ ମଙ୍ଗଳବାର ଝୁଲନ୍ତା ଅବସ୍ଥାରେ ମିଳିଥିବା ଯୁବତୀଙ୍କ ମୃତ ଦେହ ଶନିବାର ଉଦ୍ଧାର କରାଯାଇଛି । ମାଜିଷ୍ଟେ୍ରଟଙ୍କ ଉପସ୍ଥିତରେ ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଥିଲା ।ମୃତ ଯୁବତୀ ଜଣଙ୍କ ହେଉଛନ୍ତି ବରଗଡ ଜିଲ୍ଲାର ଅତାବିରା ଥାନା!-->…