ବଢିଲା ସ୍କୁଲ ନାମ ଲେଖା ଅବଧି
ଭୁବନେଶ୍ୱର- କରୋନା ପାଇଁ ରାଜ୍ୟ ସରକାର ସ୍କୁଲ ନାମ ଲେଖା ଅବଧିକୁ ବୃଦ୍ଧି କରିଛନ୍ତି । ମହାମାରୀ ପାଇଁ ଅଡ଼ମିଶନ ତାରିଖକୁ ଅଗଷ୍ଟ ୧୪ ଯାଏ ଘୁଂଚା ଯାଇଛି । ତେବେ ବର୍ତମାନ ସ୍ଥିତିକୁ ଦେଖି ନାମ ଲେଖାରୁ ଯେପରି ଛାତ୍ର ଛାତ୍ରୀମାନେ ବାଦ୍ ନ ପଡନ୍ତୁ ସେଥିଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ!-->…