୧୮ ନାରୀନେତ୍ରୀଙ୍କୁ ଜିଲ୍ଲା ସାଂଗଠନିକ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ବିଜେଡି ରାଜ୍ୟ ମହିଳା କମିଟିରେ ବରିଷ୍ଟ ନାରୀନେତ୍ରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନାରୀନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାରୀନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରକୁ କେନ୍ଦୁଝର ଜିଲ୍ଲା, ଗୀତା!-->…