ବରିଷ୍ଠ ଅଧିକାରୀଙ୍କୁ ସମୟାନୁବର୍ତିତା ପାଇଁ ତାଗିଦ
ଭୁବନେଶ୍ୱର- ସମସ୍ତ ବରିଷ୍ଠ ଅଧିକାରୀଙ୍କୁ ସମୟ ଅନୁସାରେ ଅଫିସ ଆସିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସଚିବାଳୟ ମୁଖ୍ୟ ସାଶ୍ୱତ ମିଶ୍ର ଏକ ଚିଠିରେ ଉଲ୍ଲେଖ କରି କହିଛନ୍ତି କର୍ମଚାରୀ ମାନେ ସମୟାନୁବର୍ତିତା ହେବା ଆବଶ୍ୟକ, ବିଶେଷ କରି ସଚିବାଳୟ କର୍ମଚାରୀ ମାନେ ଶୀଘ୍ର!-->…