ପବନରେ କରୋନା ଜଣଙ୍କ ଠାରୁ ଆଉ ଜଣଙ୍କୁ ସଂକ୍ରମଣ କରିପାରିବ!
ନୂଆଦିଲ୍ଲୀ: ଶତାଧିକ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ମହାମାରୀ କରୋନା ଭାଇରସର ପବନ ଦ୍ୱାରା ବି ଜଣେ ସୁସ୍ଥ ଲୋକଙ୍କୁ ବେଶ୍ ଆରାମରେ ସଂକ୍ରମିତ କରିପାରିବ । ଯାହାର ପ୍ରମାଣ ମିଳିଛି । ତେଣୁ ବୈଜ୍ଞାନିକମାନେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ଏହା ଉପରେ ନୂଆ ସତର୍କ ସୂଚନା ଜାରି କରିବାକୁ!-->…