କୁମ୍ଭୀର ଟାଣିନେଲା ଯୁବକଙ୍କୁ
ରାଜନଗର: କେନ୍ଦ୍ରପଡ଼ା ଜିଲ୍ଳା ରାଜନଗର ବ୍ଲକ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବାଉଁଶଗଡ଼ ନଦୀରେ ମଙ୍ଗଳବାର ଜଣେ ଯୁବକଙ୍କୁ କୁମ୍ଭୀର ଟାଣିନେଇ ମାରିଦେଇଛି । ହାତଗୋଡ଼ ନ ଥିବା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସାତଭାୟୀ ଗ୍ରାମର ରଞ୍ଜନ ମହାନ୍ତି (୩୫) । ରଞ୍ଜନ!-->…