ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୨ ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ- ଦେଶରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗତ ୨୪ ଘଂଟାରେ ୨୭,୧୧୪ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି । ଭାତରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୨୦,୯୧୬ ରହିଥିବା ବେଳେ ୫,୧୫,୩୮୫ ଆରୋଗ୍ୟ ଲାଭ କରିଛନ୍ତି । ବର୍ତମାନ ସୁଦ୍ଧା ୨,୮୩, ୪୦୭!-->…
କୁଳପତି ପଦବି ପାଇଁ ୩୬୪ ଜଣ ଆବେନଦକାରୀ
ଭୁବନେଶ୍ୱର: ରାଜ୍ୟରେ ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୂଳପତି ପଦବି ପାଇଁ ୩୬୪ ଜଣ ଆବେଦନ କରିଛନ୍ତି । ଖଲିକୋଟ୍ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ,ଗଙ୍ଗାଧର ମହିଳା ବିଶ୍ୱବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ,ଫକୀର ମୋହନ ବିଶ୍ୱବିଦ୍ୟାଳୟ,ଓ ଉତର ଓଡିଶା ବିଶ୍ୱବିଦ୍ୟାଳୟ ନୂଆ!-->…
ରାଜ୍ୟରେ ସଂକ୍ରମିତ ହାର ୧୨ ହଜାର ପାର
ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୫୭୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୮୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୮୬ ସ୍ଥାନୀୟ ସଂକ୍ରମିତ । ନୂତନ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୨୧୮, କଟକ ୪୬, ସୁନ୍ଦରଗଡ ୪୪, ଯାଜପୁର ୪୦, ଖୋର୍ଦ୍ଧା ୩୭,!-->…
ଇସ୍ତଫା ଦେଲେ ହକି ଇଣ୍ଡିଆ ଅଧ୍ୟକ୍ଷ
ନୂଆଦିଲ୍ଲୀ- ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମୁସ୍ତାକ ଅହମ୍ମଦ । ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହିତ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ମଣିପୁର ଜ୍ଞାନେନ୍ଦ୍ର ନିଙ୍ଗୋବମଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି କରାଯାଇଛି । ଜ୍ଞାନେନ୍ଦ୍ର ମଣିପୁରରେ ଥିବା ଏକ!-->…
ମାନବାଧିକାର ଆୟୋଗରେ ପହଁଚିଲା ବିକାଶ ଦୁବେର ମାମଲା
ନୂଆଦିଲ୍ଲୀ: ବିକାଶ ଦୁବେର ଏନକାଉଣ୍ଟରକୁ ହତ୍ୟା କରାଯାଇଥିବା ଦର୍ଶାଇ ତେହସିନ ପୁନାୱାଲା ନାମକ ଜଣେ ବ୍ୟକ୍ତି ମାନବାଧିକାର ଆୟୋଗର ଦ୍ୱାରସ୍ଥ ହୋଇଛନ୍ତି । ବିକାଶ ଆତ୍ମସମର୍ପଣ କରିବା ପରେ ମଧ୍ୟ ତାକୁ କାହିଁକି ଏନକାଉଣ୍ଟର କରାଗଲା ବୋଲି ଅଭିଯୋଗ କରିଛନ୍ତି । ବିକାଶକୁ ନେଇ ଯାଉଥିବା!-->…
ନୂଆ ପଦବି ସୃଷ୍ଟି କରିବନି ଭାରତୀୟ ରେଲୱେ
ନୂଆଦିଲ୍ଲୀ- ଭାରତୀୟ ରେଲୱେରେ ଚାକିରି କରିବା ପାଇଁ ଆଶୟୀ ପ୍ରାର୍ଥୀଙ୍କୁ ଲାଗିଛି ଶକ୍ତ ଝଟକା । ରେଲୱେ ପକ୍ଷରୁ ଆଉ ନୂଆ ପଦବୀ ସୃଷ୍ଟି କରାଯିବ ନାହିଁ କି ଖାଲି ପଡିଥିବା ପଦବୀରେ କାହାକୁ ଚାକିରି ଦିଆଯିବ ନାହିଁ । କେବଳ ସେଫ୍ଟି କ୍ୟାଟୋଗୋରୀ କ୍ଷେତ୍ରରେ ନିଯୁକ୍ତି ଦିଆଯିବ ।!-->…
ସୁଶାନ୍ତ ଙ୍କ ମୃତ୍ୟୁ କୁ ନେଇ ସିବିଆଇ ତଦନ୍ତ ଦାବି କଲେ ସୁବ୍ରମଣିୟମ ସ୍ୱାମୀ
ମୁମ୍ବାଇ- ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ଅନେକ ନେତା ଅଭିନେତା ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି । ପୂର୍ବରୁ ବିଜେପି ସଂସଦ ମନୋଜ ତିୱାରୀ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବର୍ତମାନ ପୂର୍ବତନ କ୍ୟାବିନେଟ୍!-->…
ନେପାଳରେ ଭୂସ୍ଖଳନ ୪୪ ଜଣ ନିଖୋଜ
କାଠମାଣ୍ଡୁ- ନେପାଳରେ ଭୂସ୍ଖଳନ ଘଟି ୪୪ ଜଣ ନିଖୋଜ ହୋଇଯାଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୩ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଭୂସ୍ଖଳନ ଘଟିଛି । ଏହି ଜିଲ୍ଲାଗୁଡିକ ହେଲା ଭୟାଗଡି, ଜାଜରକୋଟ ଏବଂ ସିନ୍ଧୁପାଲଚୋକ । ଭୂସ୍ଖଳନ ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ନିଖୋଜ ରହିଥିବା!-->…
ମଂଚାରୁ ପଡ଼ି ମାମୁଁ ମଲା
ପୁରାଣରେ ବର୍ଣ୍ଣିତ ଅବତାର ଶ୍ରୀକୃଷ୍ଣଙ୍କ ଚରିତ୍ର ସାର୍ବଜନୀନ ଓ କାଳଜୟୀ । କଂସ ନିଧନ ବେଳେ ମଂଚାରୁ ପଡ଼ି ମାମୁଁଙ୍କ ମୃତ୍ୟୁ ଘଟିଲା ଓ ଦୈବ ବଳରୁ ମୁଁ ବଂଚିଗଲି ବୋଲି ସେ କହିଥିଲେ । ତାତ୍କାଳିକ ଭାଷାରେ ସଦ୍ୟ ଖବର ଉଣ୍ଡାଳିଲେ ମାଫିଆ ଡନ୍ ବିକାଶ ଦୁବେକୁ ଏନ୍କାଉଂଟର ବେଳେ ତା’ର ନିହାତ!-->…