ସ୍ଥାନାନ୍ତର ହୋଇନି ଶାଳଗ୍ରାମ?
ପୁରୀ: ରତ୍ନ ସିଂହାସନର ପଦ୍ମ ପାଖୁଡାରୁ ପଥର ଅପସାରଣ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଥମିନି । ଏମିତି ସମୟରେ ପୁଣି ଏକ ଚାଂଚଲ୍ୟକର ଅଭିଯୋଗ ସାମ୍ନାକୁ ଆସୁଛି । ମହାପ୍ରଭୁଙ୍କ ସିଂହସନ ପଛ ଭାଗ ଚଟାଣରେ ଏକାଧିକ ଗର୍ତି କରାଯାଇଥିବା ଅଭିଯୋଗ ହୋଇଛି । ଏହି ଗାତ ହୋଇଛି ଓ ପରେ ସିମେଂଟ ଓ କାମ ରଙ୍ଗ!-->…