ସମ୍ବଲପୁର ବିଶ୍ୱବିଦ୍ୟାଳୟ ୭ରୁ ୧୩ ତାରିଖ ବନ୍ଦ

ବୁର୍ଲା: ବୁର୍ଲାରେ କରୋନା ସଂକ୍ରମଣ ରୋକିବାକୁ ସହରର ବିଭିନ୍ନ ଅଂଚଳକୁ ଜିଲ୍ଲା ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରାଯାଇଛି । ସେହିପରି ବର୍ତମାନ ସ୍ଥିତିକୁ ଦେଖି ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିର୍ଦେଶକ୍ରମେ ଜୁଲାଇ ୭ରୁ ୧୩ ତାରିଖ ପର୍ଯ୍ୟନ୍ତ ୭ ଦିନ ବିଶ୍ୱବିଦ୍ୟାଳୟ ବନ୍ଦ

ସ୍ୱଂୟ ସହାୟକ ଗୋଷ୍ଠୀକୁ ଋଣ ଦେବାରେ ଠକେଇ :୨ ଗିରଫ

ରାୟଗଡା : ସ୍ୱଂୟ ସହାୟକ ଗ୍ରୁପକୁ ଋଣ ପ୍ରଦାନ ନାମରେ ଠକେଇ କରିଥିବା ଅଭିଯୋଗେରେ ଚାନ୍ଦିଲି ପୋଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ କେନ୍ଦ୍ରପଡାରୁ ୨ ଜଣ ବ୍ୟକ୍ତି ଆସି କେଉଁଝରି ଗାଁର ମା ମଙ୍ଗଳା ଓ ମା କନକ ଦୁର୍ଗା ସ୍ୱଂୟ ସହାୟକ ଗ୍ରୁଫକୁ ୧ ଲକ୍ଷ ୨୦ ହଜାର

ରାଜଧାନୀରେ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି

ଭୁବନେଶ୍ୱର: ରାଜଧାନୀରେ ୨୪ ଘଂଟା ପୂର୍ବରୁ ୫୦ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆସନ୍ତାକାଲି ବିଏମ୍ସି ପକ୍ଷରୁ ଏ ସମ୍ପର୍କରେ ଘୋଷାଣା କରାଯିବ । ଏଥିରେ ଆଇଗିଣିଆ, ପାତ୍ରପଡ଼ାରୁ ୨ ଜଣ ଲେଖାଏଁ, ସାଲିଆସାହି, ଏମ୍ସରୁ ମଧ୍ୟ ପଜିଟିଭ ରହିଛନ୍ତି । କ୍ରମାଗତ ଭାବେ

ରାୟଗଡା-ଗଂଜାମ ସୀମା ସିଲ୍

ରାୟଗଡା : ଗଂଜାମ ଜିଲ୍ଲାର ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧାଙ୍କ କରୋନା ଜନିତ ମୃତ୍ୟୁ ପରେ ଘଟଣାର ଯେପରି ପୁନଃରାବୃତି ନ ହୁଏ ସେ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ କଡା ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶକ୍ରମେ ରାୟଗଡା-ଗଂଜାମ ସୀମା ସିଲ

ସିଫାରେ ବୃକ୍ଷ ରୋପଣ ଦିବସ

ଭୁବନେଶ୍ୱର : ପ୍ରତିବର୍ଷ ଜୁଲାଇ ୧୦ ତାରିଖ ଦିନ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନ କରାଯାଏ । ଏହି ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଆଜି ସିଫାରେ ଏକ ବୃକ୍ଷରୋପଣ ଦିବସ ପାଳନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ଦେଶର ମଧୁର ଜଳ କୃଷିର ବିକାଶ ନିମନ୍ତେ ବିଶେଷ ଯୋଗଦାନ କରିଥିବା କେତେକ

ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତିକୁ ବିରୋଧ

ଭୁବନେଶ୍ୱର: ଓଡ଼ିଶା ସରକାର ଆଗାମୀ ଦୁଇବର୍ଷ ପାଇଁ କୌଣସି ନୂଆ ପଦବୀ ସୃଷ୍ଟି ନକରିବାକୁ ନିଷ୍ପତି ଗ୍ରହଣ କରିଥିବା ବେଳେ ୧୦ ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି । ଏହି ୧୦ଜଣ ଅଧିକାରୀଙ୍କ ମଧ୍ୟରୁ ୯ଜଣ କେବଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ନିଯୁକ୍ତି

ଉତରପ୍ରଦେଶ ଲକଡାଉନ୍ : ଯୋଗୀ ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଉତରପ୍ରଦେଶର ଯୋଗୀ ସରକାର ଫୁଣି ଥରେ ଲକଡାଉନ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଉତରପ୍ରଦେଶରେ ଶୁକ୍ରବାର ରାତି ୧୦ ଟାରୁ ଜୁଲାଇ ୧୩ ତାରିଖ ଯାଏ ଲକଡାଉନ୍ ଲାଗୁ ହେବ । ଲକଡାଉନ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ସେବାଗୁଡିକୁ

ବିଜ୍ଞାପନ ହ୍ରାସ ପାଇଁ ଉଦବେଗ

କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଏହାର ସିଧା ପ୍ରଭାବ ମଣିଷର ଜୀବନ , ଜିବିକା ଉପରେ ପଡିଛି । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡିକ ବିଭିନ୍ନ ସମସ୍ୟା ଦେଇ ଗତିକରୁଥିବା ବେଳେ କେନ୍ଦ୍ର କିମ୍ବା ରାଜ୍ୟ ସରକାର ଏଥିପାଇଁ କିଛି ସୁବିଚାର ପଦକ୍ଷେପ ଗ୍ରହଣ

ଚୋରା ମଦ ବେପାରୀ କୋର୍ଟ ଚାଲାଣ

ବାଲିକୁଦା : ଗାଁରେ ମଦ ବେପାରକୁ ବିରୋଧ କରି ସମ୍ପୃକ୍ତ ମଦ ବେପାରୀଙ୍କ ଘରକୁ ଗ୍ରାମବାସୀ ଘେରିବା ଘଟଣାରେ ଫେରାର ଚୋରା ମଦ ବ୍ୟବସାୟୀକୁ ଅନନ୍ତପୁର ଫାଣ୍ଡି ପୁଲୁସ ଗିରଫ କରିଥିବା ବେଳେ ଆଜି ତାକୁ କୋର୍ଟ ଚାଲାଣ କରା ଯାଇଛି । ଗତ ୨୫ ତାରିଖରେ ଚୋରା ବ୍ୟବସାୟୀଙ୍କ ଘରେ ଚୋରା ମଦ ମହଜୁଦ

ଶ୍ରାବଣ ମାସର ଜଳଲାଗି ଉପରେ ୧୪୪

ଯାଜପୁର: ପ୍ରତିବର୍ଷ ଶ୍ରାବଣ ମାସରେ କାଉଡିଆ ମାନେ ବିଭିନ୍ନ ଶୈବପୀଠ ମାନଙ୍କରେ ଜଳ ଲାଗି ପାଇଁ ବହୁଳ ମାତ୍ରାରେ ଭକ୍ତ ଯାଇଥାନ୍ତି । କିନ୍ତୁ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ଏହାକୁ ରାଜ୍ୟ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସମଗ୍ର ଯାଜପୁର ଜିଲ୍ଲାରେ ବୋଲବମ