୩ଟି ଗାଁ କଂଟେଂନମେଂଟ ଜୋନ

ବିଞ୍ଝାରପୁର ବ୍ଲକରେ ୧୫ ଜଣ କରୋନା ଆକ୍ରାନତ ଚିହ୍ନଟ ହେବା ପରେ ବିଞ୍ଝାରପୁର ତହସିଲ ପ୍ରଶାସନ ତରଫରୁ ଗୁରୁବାର ବ୍ଲକର ଆଉଁରୀ ପଞ୍ଚାୟତ କରପଦା ଓ ସଠୀସାହି ଗ୍ରାମ, ହଳଦିଡିହ ପଞ୍ଚାୟତ ତଥା ଗ୍ରାମକୁ କଂଟେନମେଂଟ ଏରିଆ ଭାବେ ଘୋଷଣା କରାଯାଇଛି । ପୂର୍ବର ୫ଟି ଗ୍ରାମକୁ ମିଶାଇ ଏବେ ମୋଟ ୮ଟି

ବିଞ୍ଝାରପୁରରେ ଶତକ ପାର ହେଲା କରୋନା

ବିଞ୍ଝାରପୁର : ବିଞ୍ଝାରପୁରରେ ଗୋଟିଏ ଦିନରେ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମଗ୍ର ଅଂଚଳର ଲୋକେ ହତବାକ ହୋଇପଡିଛନ୍ତି । ଏହି ଅଂଚଳରେ ଗୋଷ୍ଠୀ ସଂଙ୍କ୍ରମଣ ଆଶଙ୍କା ଧିରେ ଧିରେ ଷ୍ପଷ୍ଟ ହେଉଛି । ପୂର୍ବରୁ ବିଞ୍ଝାରପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ରହିଥିଭା ବେଳେ ଏବେ ୫୧ ନୂତନ

ଦାଦା-ଝିଆରି ପ୍ରେମର କରୁଣ ପରିଣିତି

ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ ଅନ୍ତର୍ଗତ ଗୁମ୍ମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ସମ୍ପକୀୟ ଦାଦା ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏନେଇ ମୃତ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୁଲିସ ସମ୍ପର୍କୀୟ ଦାଦା ଭୀଷ୍ମ ହରିଜନ (୨୭) କୁ ଅଟକ

ଘରେ ରହି କାମ କରୁଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ଇଦୁରୋପା ୱାର୍କ ଫର୍ମ ହୋମ କରୁଛନ୍ତି । ତାଙ୍କ ଅଫିସର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଇଦୁରୋପା ଏଭଳି ନିଷ୍ପତି ନେଇଛନ୍ତି । ଅଫିସର ଅନ୍ୟ କର୍ମଚାରୀ ମଧ୍ୟ ଘରେ ରହି କାମ କରିବାକୁ ଇଦୁରୋପା ନିର୍ଦେଶ ଦେଇଛନ୍ତି ।

ପ୍ଳାଜମା ଥେରାପିର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶାରେ ଖୁବ ଶିଘ୍ର ପ୍ଲାଜମା ଥେରାପି ଆରମ୍ଭ ହେବ । ଏହା ସମ୍,କିମ୍ସ,ଏସସିବି ଏବଂ ଅଶ୍ୱିନୀ ହସ୍ପିଟାଲରେ ଆରମ୍ଭ ହେବ । ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ସପ୍ତାହରୁ ୮ହଜାର କରୋନା ଟେଷ୍ଟ ହେବ । ବର୍ତମାନ ୩୦ହଜାର କିଟ୍ ମହଜୁଦ୍ ଅଛି । ଆଉ

ଜାତୀୟ ମତ୍ସ୍ୟ ଚାଷ ଦିବସ

ଆଜି ହେଉଛି ଜାତୀୟ ମତ୍ସ୍ୟ ଚାଷୀ ଦିବସ । ତେବେ ସର୍ବପ୍ରଥମେ ୧୯୫୭ ଜୁଲାଇ ୧୦ତାରିଖରେ ଡା. ହିରାଲାଲ ଚୌଧୁରୀ ଓ ଡା କେ.ଏଚୁ ଆଲିକୁଣ୍ଡି କଟକରେ ପ୍ରଥମେ ମାଛ ଯୋଜନା ଆରମ୍ଭ କରିଥିଲେ । ଏଥିରେ ଭାରତୀୟ କୃଷି ଗବେଶଣା କେନ୍ଦ୍ରର ଅନ୍ୟତମ ଅନୁଷ୍ଠାନ । କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ

ବିକାଶ ଦୁବେର କେଉଁ କେଉଁ ସ୍ଥାନରେ ବାଜିଛି ଗୁଳି

କାନପୁର- ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ କାନପୁର ଅଣାଯାଉଥିବା ବେଳେ ଅଧାରାସ୍ତାରେ ଏନକାଉଂଟର କରାଯାଇଛି । ସେ ଆସୁଥିବା ଗାଡି ଦୁର୍ଘଟଣା ହେବାରୁ ବିକାଶ ଖସି ଚାଲିଯିବାକୁ ଉଦ୍ୟମ କରିଥିଲା । ଏପରିକି ସେ ପୁଲିସ ଉପରକୁ ଗୁଳି ମଧ୍ୟ ଚଳାଇଥିବା ବେଳେ ପୁଲସର ପାଲଟା ଆକ୍ରମଣରେ ତାର ମୃତ୍ୟୁ

ପରୀକ୍ଷା ବାତିଲ ପାଇଁ ୟୁଜିସିକୁ ରାହୁଲ ଗାନ୍ଧୀଙ୍କ ଅନୁରୋଧ

ନୂଆଦିଲ୍ଲୀ-କରୋନା ମହାମାରୀ ସମୟରେ ପରୀକ୍ଷା ନ କରିବାକୁ ୟୁଜିସିକୁ ଅନୁରୋଧ କରିଛନ୍ତି କଂଗ୍ରୋସ ଅଧ୍ୟକ୍ଷ ରାହୁଲି ଗାନ୍ଧୀ । ଯଦି ଏଭଳି ପରୀସ୍ଥିତିରେ ପରୀକ୍ଷା କରାଯାଏ ତେବେ ଛାତ୍ରଛାତ୍ରୀ ଆନ୍ଦୋଳନ କରିବେ ବୋଲି ସୂଚାଇ ଦେଇଛନ୍ତି ରାହୁଲ । ପରୀକ୍ଷା ହେଲେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ

କୂଳଭୁଷଣଙ୍କୁ ବଂଚେଇବାକୁ ଚେଷ୍ଟା କରିବୁ: ବିଦେଶ ମନ୍ତ୍ରାଳୟ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ କୂଳଭୁଷଣ ଯାଦବଙ୍କୁ ଫାସି ଦିଆଯିବାର ନିଷ୍ପତି ଗ୍ରହଣ କରାଯାଇଥିବା ବେଳେ , କିନ୍ତୁ ସେ ଭାରତ ଆସିବା ପାଇଁ ମନା କରୁଛନ୍ତି ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ପାକିସ୍ତାନ ପକ୍ଷରୁ ତାଙ୍କ ଉପରେ ଜବରଦସ୍ତି ହେବାରୁ ସେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି

ବିକାଶ ଏନକାଉଂଟରକୁ ନେଇ ରାଜନୀତି

ନୂଆଦିଲ୍ଲୀ- ଉତରପ୍ରଦେଶର କୁଖ୍ୟାତ ଅପରାଧି ବିକାଶ ଦୁବେକୁ ନାଟକୀୟ ଭାବେ ଏକକାଉଂଟର କରି ମାରି ଦିଆଯାଇଛି । କିନ୍ତୁ ଏହି ଏନକାଉଂଟରକୁ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରଶ୍ୱ ଉଠାଇଛନ୍ତି । କିନ୍ତୁ ବିକାଶ ପୁଲିସ ନିକଟରେ ଆତ୍ମସର୍ମପଣ କରିଥିବା ବେଳେ ସେ କାହିଁକି ଖସି ପଳାଇବାକୁ ଚାହିଁବ