ଏଇ କ’ଣ ସ୍ୱପ୍ନର ଭାରତ: ରାହୁଲ୍
ନୂଆଦିଲ୍ଲୀ: ଊତରପ୍ରଦେଶ ସ୍ଥିତ ଚିତ୍ରକୂଟ ଖଦାନୋରେ ନାବାଳିକା ଝିଅମାନଙ୍କ ସହ ହେଉଥିବା ଯୈାନ ଶୋଷଣକୁ ନେଇ ସରକାରଙ୍କ କାର୍ଯ୍ୟପ୍ରଣାଳୀକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧି ।ଲକଡାଉନ୍ ସମୟରେ ଭୋକରେ ମରୁଥିବା ପରିବାର ନିଜ ପିଲାମାନଙ୍କୁ ଦି ଓଳି ଖାଇବାକୁ ଦେବା ପାଇଁ ସକ୍ଷମ ନାହାଁନ୍ତି!-->…