ଉଷୁନା ଗ୍ରାମରେ ଆତଙ୍କ
କଟକ: ବଡମ୍ବା ଥାନାରେ କାର୍ଯ୍ୟରତ ଜଣେ ପୋଲିସ୍ କନେଷ୍ଟବଳ ସ୍ୱାବ୍ ଦେଇ ଗାଁକୁ ଆସିଥିଲେ । ସ୍ୱାବ ପରୀକ୍ଷା ରିପୋର୍ଟରୁ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିବା ପରେ ଉଷୁନା ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । କୋଭିଡ ଗାଇଡ଼ଲାଇନ୍ ଅନୁସାରେ ସ୍ୱାବ ସଂଗ୍ରହ କରାଯିବା ବ୍ୟକ୍ତି!-->…