ଆଜି ଛତିଶା ନିଯୋଗ ଓ ପରିଚାଳନା କମଟି ବୈଠକ
ପୁରୀ- ଆଜି ବସିବ ଛତିଶା ନିଯୋଗ ଓ ପରିଚାଳନା କମଟି ବୈଠକ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ସଂନ୍ଧ୍ୟା ୬ ଟା ସମୟରେ ନୀଳାଦ୍ରି ଭକ୍ତ ପରିସରରେ ଏହି ବୈଠକ ଅନୁଷ୍ଠିତ ହେବ । ଚଳିତ ରଥଯାତ୍ରାରେ କଣ ସବୁ ତ୍ରୁଟି ରହିଲା, ଅଣସେବକ ରଥ ଉପରେ ଚଢିବା ଏବଂ ସେବାୟତଙ୍କ କୋଭିଡ!-->…