ମଙ୍ଗଳା ମୁହାଣରୁ ମୃତଦେହ ଉଦ୍ଧାର : ୨ ଅଟକ
ପୁରୀ: ବଳିଆପଣ୍ଡା ଥାନା ଅଧିନ ଷ୍ଟର୍ଲି ରିସୋର୍ଟ ନିକଟରେ ବ୍ୟବସାୟିଙ୍କୁ ହତ୍ୟା ପରେ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ରାତି ତମାମ ପାଣିରେ ଖୋଜାଖୋଜି କରିବା ପରେ ପୋଲିସ୍ କୁ ମଙ୍ଗଳା ମୁହାଣରୁ ବ୍ୟବସାୟିଙ୍କ ମୃତ ଦେହ ମିଳିଛି । ପରିବାର ଲୋକଙ୍କ ଅଭିଯୋଗକୁ ଭିତି କରି ପୋଲିସ୍!-->…