କରୋନା ନେଲା ଆଉ ୨ ମୁଣ୍ଡ
ଭୁବନେଶ୍ୱର- ରାଜ୍ୟରେ କରୋନାରେ ଆଖି ବୁଜିଲେ ଆଉ ୨ ଆକ୍ରାନ୍ତ । ମୃତକଙ୍କ ଘର ଗଞ୍ଜାମ ଓ ଯାଜପୁର । ବୟସ ଯଥା କ୍ରମେ ୭୭ ଓ ୬୪ ବର୍ଷ । ପୂର୍ବରୁ ସେମାନେ ଉଚ୍ଚ ରକ୍ତ ଚାପ ଓ ମଧୁମେହରେ ପୀଡିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କହିଛନ୍ତି । ସେହିପରି ଗଞ୍ଜାମରେ!-->…