ଅମରନାଥ ଯାତ୍ରା ୨୧ରୁ ଆରମ୍ଭ
ନୂଆଦିଲ୍ଲୀ- ଆସନ୍ତା ୨୧ ତାରିଖ ଠାରୁ ଅମରନାଥ ଶୈବପୀଠ ଖୋଲାଯିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ହୋଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ସମସ୍ତ ଭକ୍ତଙ୍କର ପ୍ରଥମେ କରୋନା ପରୀକ୍ଷା କରିବେ । ଶ୍ରାଦ୍ଧାଳୁଙ୍କ ରିପୋର୍ଟ ଯେ ପର୍ଯ୍ୟନ୍ତ ନେଗେଟିଭ ଆସିନି!-->…