ମଝି ଆକାଶରେ ଦୁଇ ବିମାନ ପରସ୍ପର ସହ ଧକ୍କା, ୮ଜଣଙ୍କ ମୃତ୍ୟୁ ସୂଚନା
ୱାସିଂଟନ: ସଡକ ଭଳି ଆକାଶ ପଥରେ ଭୟଙ୍କର ଦୁର୍ଘଟଣା ଘଟିଛି । ମଝି ଆକାଶରେ ଉଡୁଥିବା ବେଳେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଭଳି ଘଟଣା ଏକ ନଦୀ ଉପରେ ଘଟିଥିଲା । ତେଣୁ ଦୁର୍ଘଟଣା ପରେ ବିମାନ ଦୁଇଟି ନଦୀ ମଧ୍ୟକୁ ଖସି ପଡିଛି । ଫଳରେ ବର୍ତମାନ ସୁଦ୍ଧା ୮ଜଣଙ୍କର!-->…