କ୍ୟାପିଟାଲ ମେଡିକାଲରେ କରୋନା ଆତଙ୍କ
ଭୁବନେଶ୍ୱର: ଭୁବନେଶ୍ଵର କ୍ୟାପିଟାଲ ମେଡିକାଲରେ ଦୁଇ ପଜିଟିଭ୍ ବାହାରିବା ପରେ କର୍ମଚାରୀଙ୍କ ଭିତରେ ଛନକା ପସିଛି । ୧୫ଜଣ ଷ୍ଟାଫ୍ କ୍ୱାରେଂଟାଇନ୍ ପଠାଇ ଦେଇଛନ୍ତି ମେଡିକାଲ୍ କର୍ତୃପକ୍ଷ । ଚିହ୍ନଟ ରୋଗିଙ୍କ ସଂସ୍ପର୍ଶରେ ଆସିଥିବା ଅଧା କର୍ମଚାରୀଙ୍କ ନମୁନା ପରୀକ୍ଷା ହୋଇଛି । ଆଜି ଆଉ!-->…