ହାଇକୋର୍ଟରେ ଲାଇଭ ଷ୍ଟ୍ରିମିଂକୁ ବାର୍ ଆସୋସିଏସ୍‌ନର ବିରୋଧ

କଟକ: ହାଇକୋର୍ଟରେ ମାମଲା ଶୁଣାଣିର ଆଜିଠାରୁ ସିଧା ପ୍ରସାରଣ ଆରମ୍ଭ ହୋଇଥିଲା ବେଳେ ହାଇକୋର୍ଟ ବାର ଆସୋସିଏସ୍‌ନ ଏହାକୁ ବିରୋଧ କରିଛି । ବାର ଆସୋସିଏସ୍ ଗର୍ଭଣ୍ଣ ବଡିର ଏକ ଜରୁରୀ ବୈଠକରେ ଗୃହିତ ଏକ ପ୍ରସ୍ତାବରେ ଶିଦ୍ଧା ପ୍ରଶାରଣକୁ ବିରୋଧ କରାଯିବା ସହ ମୁଖ୍ୟବିଚାରପତିଙ୍କ କୋର୍ଟକୁ

ଖୋଲିଲା ସୂର୍ଯ୍ୟମନ୍ଦିର

କୋଣାର୍କ : କରୋନାର ଦ୍ୱିତୀୟ ଲହର କଟକଣା ଯୋଗୁଁ ପ୍ରାୟ ସାଢ଼େ ୩ ମାସ ବନ୍ଦ ରହିବା ପରେ ଆଜିଠୁ ଖୋଲିଛି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର । ସ୍ୱତନ୍ତ୍ର ଗାଇଡଲାଇନ୍ ମଧ୍ୟରେ ଆଜିଠୁ କୋଣାର୍କ ଖୋଲିଥିବା ବେଳେ ବାର କୋଡ ସ୍କାନ କରି ଭିତରେ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । କେନ୍ଦ୍ର ସରକାରଙ୍କ

ପେଗାସସ୍‌କୁ ନେଇ ସଂସଦ ଅଚଳ : ‘ମକ୍ ପାର୍ଲାମେଣ୍ଟ୍‌’ ପାଇଁ ବିରୋଧୀ ଦଳର ବିଚାର

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପେଗସସ୍ ସ୍ପାଇୱେର ମାମଲା ଏବଂ ଚାଷୀ ଆନ୍ଦୋଳନକୁ ନେଇ ଆଜି ପାର୍ଲାମେଂଟର ଉଭୟ ଗୃହ ଲୋକ ସଭା ଓ ରାଜ୍ୟସଭାରେ ବିରୋଧି ଦଳର ହଟଗୋଳ ଯୋଗୁଁ ଉଭୟ ଗୃହ ଅଚଳ ହୋଇପଡିଛି । ଲୋକସଭାକୁ ବାଚସ୍ପତି ଶ୍ରୀ ଓ୍‌ମ୍ ବିର୍ଲା ବାରମ୍ବାର ମୁଲତବି ରଖ୍‌ôଥିଲେ । ସେହିପରି

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିବା ପରେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଭାରତୀୟ ଟିମରେ ଏହା ଜବରଦସ୍ତ ବିଜୟ ବୋଲି ସେ କହିଛନ୍ତି । ଆଗକୁ ଟିମ୍ ଭଲ ପ୍ରଦର୍ଶନ କରି ବିଜୟ ଧାରା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ

ଇତିହାସ ରଚିଲା ଭାରତୀୟ ମହିଳା ହକି

ଟୋକିଓ : ଟୋକିଓ ଅଲିମ୍ପିକ୍ସରେ ତିନି ଥର ଚାମ୍ପିଅନ୍ ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ପରାସ୍ତ କରି ଭାରତୀୟ ମହିଳା ହକି ଟିମ୍ ପ୍ରଥମ ଥର ପାଇଁ ସେମି ଫାଇନାଲ୍‌ରେ ପ୍ରବେଶ କରି ଇତିହାସ ସୃଷ୍ଟି କରିଛି । ଅଲିମ୍ପିକ୍ସରେ ଭାରତୀୟ ମହିଳା ଟିମ୍ ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରାଉଣ୍ଡରେ

ବଢୁଛି ସୁବର୍ଣ୍ଣରେଖା

ବାଲେଶ୍ୱର: ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ନଦୀର ଗାଲୁଡ଼ିହ ବ୍ୟାରେଜରୁ ମିନିଟ ପ୍ରତି ୩ ଲକ୍ଷ କ୍ୟୁସେକ୍‌ରୁ ଅଧିକ ବର୍ଷା ପାଣି ନିଷ୍କାସିତ ହେବାରୁ ସୁବର୍ଣ୍ଣରେଖା ର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ରାଜ୍ୟରେ ୬ହଜାର ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହର ରେ ଆଜି ପୁଣି ରାଜ୍ୟରେ ୬୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିଲା ବେଳେ ୧୦୩୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ କରୋନା ମୃତ୍ୟୁ ୬ହଜାର ଅତିକ୍ରମ କରିଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୬୦୩୩କୁ ବୃଦ୍ଧି ପାଇଛି ।

କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦାବି

ନୂଆଦିଲ୍ଲୀ : କେନ୍ଦ୍ରାପଡ଼ାର ପ୍ରସିଦ୍ଧ ମିଷ୍ଟାନ୍ନ ତଥା ଶ୍ରୀବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ଦେବା ପାଇଁ କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଭେଟି ସାଂସଦ ସୁବାସ ସିଂହଙ୍କ, ସାଂସଦ ମୁନ୍ନା ଖାଁ ଓ ସାଂସଦ ମମତା ମହାନ୍ତ ଦାବି

ଅଣ ରିହାତି ଗ୍ୟାସ ସିଲିଣ୍ଡର ୭୩ଟଙ୍କା ବଢିଲା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବଢୁଥିବା ବେଳେ ତୈଳ କମ୍ପାନୀ ଗୁଡିକ ଆଜି ଅଣ ରିହାତି ୧୯ କେଜି ସିଲିଣ୍ଡର ପିଛା ମୂଲ୍ୟ ୭୩.୫୦ ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ ୧୫୫୦ ଟଙ୍କାରୁ ୧୬୨୩ ଟଙ୍କାକୁ ବୃଦ୍ଧି ପାଇଛି । ଅଣ ରିହାତି

୫ରୁ ଖୋଲିବ ଭିତରକନିକା

କେନ୍ଦ୍ରାପଡ଼ା: ଆସନ୍ତା ୫ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଡ. ଯଜ୍ଞଦତ୍ତ ପତି ସୂଚନା ଦେଇଛନ୍ତି । ତେବେ କରୋନା କଟକଣା ମଧ୍ୟରେ ଏହି ଜାତୀୟ ଉଦ୍ୟାନକୁ ଖୋଲା ଯିବ । ସେ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟଟକମାନେ କେବଳ