ସ୍ପଞ୍ଜ କାରଖାନାରେ ବିସ୍ପୋରଣ : ୭ ଆହତ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲହଣ୍ଡା ବୁଡ ସ୍ଥିତ ସ୍ପଞ୍ଜ ଏଣ୍ଡ ରୋଲିଂ କାରଖାନାରେ ବ୍ଲାଷ୍ଟ ଫରନେସ ଫର୍ନିସ ଲିକ୍ ହୋଇ ବିସ୍ପୋରଣ ହୋଇଥିଲା । ଏଥିରେ ୭ ଜଣ ଆହତ ଥିବାବେଳେ ୨ଜଣ ଗୁରୁତର ଥିବାର ସୂଚନା ମିଳିଛି । କାରଖାନାର କର୍ତୁପକ୍ଷ ସମସ୍ତଙ୍କୁ ଝାରସୁଗୁଡା ମୁଖ୍ୟ ଡାକ୍ତରଖାନାରେ!-->…