ଟ୍ୱିନସିଟିରେ ୨୪ ଘଂଟିଆ ବିଜୁଳି
ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ କଟିବନି ବିଜୁଳି । ଦିନ ରାତି ୨୪ ଘଂଟା ନିରବଛିନ୍ନ ବିଜୁଳି ସେବା ମିଳିବ । ଟ୍ୱିନସିଟିରେ ଭୋଲଟେଜ୍ ସମସ୍ୟା ବି ରହିବ ନାହିଁ । ଏପରି ଅତ୍ୟାଧୁନିକ ବିଜୁଳି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଇବାକୁ ଅଂଟା ଭିଡିଛନ୍ତି ରାଜ୍ୟ ସରକାର ।ଡିସେମ୍ବର ସୁଦ୍ଧା!-->…