ପାଣିରେ ବୁଡି ଯୁବକର ମୃତ୍ୟୁ
ବାରିପଦା: ପାଖ ବନ୍ଧକୁ ଗାଧେଇବା ପାଇଁ ଯାଇ ପାଣିରେ ବୁଡି ଜଣେ ଯୁବକ ମୃତ । ଏ ଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ବାବୁଲି ବିନ୍ଧାଣିଙ୍କ ପୁଅ ଭବେନ୍ଦ୍ର ବିନ୍ଧାଣି । ସୂଚନାନୁଯାୟୀ!-->…