ଭାରତ ଓ ଚୀନ ସୀମା ବିବାଦ: ଭାରତକୁ ବହୁ ଦେଶର ପୂର୍ଣ୍ଣ ସମର୍ଥନ
ନୂଆଦିଲ୍ଲୀ- ଲଦାଖରେ ସୀମା ବିବାଦକୁ ନେଇ ଭାରତ ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଛି । ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ଗୋଟିଏ ଇଂଚ ଯାଗା ଭାରତ ଚୀନକୁ ଦେବ ନାହିଁ ବୋଲି ସ୍ପଷ୍ଟ କରିଛି । ଏଥିପାଇଁ ଭାରତ ମଧ୍ୟ ଡିଜିଟାଲ ଷ୍ଟ୍ରାଇକ କରିଛି । ଯାହାକି ଚୀନକୁ ଝଡକା ଦେଇଛି ।!-->…