ଖାଲି ପଡ଼ିଥିବା ସୂଚନା କମିଶନରେ ତୁରନ୍ତ ନିଯୁକ୍ତି ଦାବି
ଭୁବନେଶ୍ୱର: ରାଜ୍ୟରେ ଦୀର୍ଘବର୍ଷ ଧରି ସୂଚନା କମିଶନ ପଦବୀ ଖାଲି ପଡ଼ିଥିବା ଯୋଗୁ ହଜାର ହଜାର କେସ୍ ଶୁଣାଣୀ ନ ହୋଇ ପଡ଼ିରହିବା, ଓଡ଼ିଶା ଲୋକାୟୁକ୍ତ ନିୟମାବଳୀ ପ୍ରଣୟନ ନହେବା ଯୋଗୁ ଲୋକାୟୁକ୍ତରେ ଦୁର୍ନୀତି ସମ୍ପର୍କିତ ଅଭିଯୋଗର ତଦନ୍ତ ଠିକ୍ ଭାବେ ନହେବା, ସଚିବାଳୟ ଅଭ୍ୟର୍ଥନା କକ୍ଷରେ!-->…