ବର ଶୋଭାଯାତ୍ରା ଉପରେ ୫୦ହଜାର ଟଙ୍କା ଜୋରିମାନା
ବ୍ରହ୍ମପୁର: ବାଜା ରୋଷଣିରେ ଫାଟି ପଡୁଥିଲା ରାସ୍ତା । ବର ରୋଷଣିରେ ଯାଉଥିବା ବେଳେ ଡିଜେରେ କମ୍ପି ଉଠୁଥିଲା ସମଗ୍ର ଅଞ୍ଚଳ । ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ । ନାଥିଲା ମାସ୍କ ନା ଥିଲା ସାମାଜିକ ଦୂରତା । ବ୍ରହ୍ମପୁରର ଏକ ବଡ ହୋଟେଲ ମାଲିକଙ୍କ ପୁଅ!-->…