ଚୀନକୁ ଝଟକା ଦେଲେ ଯୋଗୀ ସରକାର
ନୂଆଦିଲ୍ଲୀ- କାନପୁର- ଆଗ୍ରା ମେଟ୍ରୋ ପ୍ରକଳ୍ପର ଟେଣ୍ଡର ବାତିଲ କରିଛନ୍ତି ଉତର ପ୍ରଦେଶ ଯୋଗୀ ସରକାର । ଯାହାକି ଚୀନକୁ ଆଉ ଏକ ଝଟକା ଲାଗିଛି । ସେହିପରି ଚୀନ ସହ ଚୁକ୍ତି ହୋଇଥିବା ୫ ହଜାର କୋଟି ଟଙ୍କାର ପ୍ରକଳ୍ପ ଉପରେ ରୋକ ଲଗାଇଛନ୍ତି ମହାରାଷ୍ଟ୍ର ସରକାର । ଟେଣ୍ଡର ବାତିଲ କରିବାପରେ!-->…