କଳିଙ୍ଗନଗରର ପ୍ରମୁଖ ସମସ୍ୟା ଭିତିଭୂମି ବିକାଶ
ଯାଜପୁର: କଳିଙ୍ଗନଗର ଶିଳ୍ପାଂଚଳରେ ଶିଳ୍ପପତି, ସ୍ଥାନୀୟ ଜନତା ଓ ଶିଳ୍ପ କର୍ମଚାରୀ ବିଭିନ୍ନ ସମସ୍ୟରେ ଛଟପଟ ହେଉଛନ୍ତି । ଶିଳ୍ପପତିଙ୍କୁ ଖଣି, ପାଣି ଓ ଜମି ଆବଶ୍ୟକ ମୁତାବକ ମିଳି ପାରୁନି । ସ୍ଥାନୀୟ ଜନତାଙ୍କୁ ନିଯୁକ୍ତି ଓ କର୍ମ ନିଯୁକ୍ତିର ଅଭାବ ରହୁଛି । ବିସ୍ଥାପିତ ଓ ଜମିହାରଙ୍କୁ!-->…