ବିଏମ୍ସି ର ତିନି ଜଣ କର୍ମଚାରୀ କରୋନା ପଜେଟିଭ୍: ବହାଘର ଭୋଜିକୁ ଯାଇ ଆକ୍ରାନ୍ତ ହୋଇଥିବା ସୂଚନା..
ଭୁବନେଶ୍ୱର: ବିଡିଏ ପରେ ବିଏମ୍ସି ଅଫିସରେ ଦୁଇ ଜଣ ବରିଷ୍ଠ ଯନ୍ତ୍ରୀ ଓ ଜଣେ ଡ୍ରାଇଭରକୁ କରୋନା ସଂକ୍ରମଣ ହୋଇଛି । ତେବେ ଏହାକୁ ନେଇ ଇଞ୍ଜିନିୟରିଂ ସେକ୍ସନ ୭ ଦିନ ପାଇଁ ସିଲ୍ କରାଯାଇଥିବା ସୂଚନା ଦେଇଛନ୍ତି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସୂଚନା ଅନୁଯାଇ ଇଞ୍ଜିନିୟରିଂ!-->…