ଅନଲକ ୨ ପାଇଁ ଜାମ୍ମୁକାଶ୍ମରୀର ନୂଆ ଗାଇଡଲାଇନ
ନୂଆଦିଲ୍ଲୀ- ଅନଲକ ୨ ପାଇଁ ଜାମ୍ମୁକାଶ୍ମୀରେ ନୂଆ ଗାଇଡଲାଇନ ଜାରି କରିଛନ୍ତି ସରକାର । ଶୁକ୍ରବାର ଠାରୁ ଏହି ନୂଆ ନିୟମ ପାଳନ କରାଯାଉଛି । ସକାଳ ୫ରୁ ରାତି ୧୦ ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ସପିଂଙ୍ଗ ମଲ ଖୋଲା ହେବା ସହ କଟେଂନମେଂଟ ଓ ହଟସ୍ପଟ!-->…