ସରକାରୀ ଜାଗାକୁ ନେଇ ବୃଦ୍ଧଙ୍କୁ ହତ୍ୟା
ରାଜନଗର: ସରକାରୀ ଜାଗାକୁ ନେଇ ରାଜନଗର ଥାନା ଅଧିନ ରାଜନଗର ଗାଁରେ ଜଣେ ବୃଦ୍ଧଙ୍କୁ ନିର୍ମମ ଭାବେ ପିଟି ହତ୍ୟା କରାଯାଇଛି । ରାଜନଗର-ଧନେଶ୍ୱରପୁର ରାସ୍ତା କଡରେ ସେହି ଗାଁର ଧରଣୀଧର ଦୀର୍ଘ ବର୍ଷ ହେଲା ଘର କରି ରହିଆସୁଥିଲେ । ଗୁପ୍ତି ପଂଚାୟତ ରାଜରାଜେଶ୍ୱରପୁର ଗାଁ ମହିଳା ତୁଳସୀ ମଣ୍ଡଳ!-->…