ଅଜଣା ଗାଡି ଧକାରେ ସ୍ତ୍ରୀ ମୃତ: ସ୍ୱାମୀ ଗୁରୁତର
ବଲାଙ୍ଗୀର: ବଲାଙ୍ଗୀର ସୁବର୍ଣ୍ଣପୁର ୫୭ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡି ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତି କରାଯାଇଛି । ବର୍ତମାନ ସୁଦ୍ଧା!-->…