ପ୍ଳାଜମା ବ୍ୟାଙ୍କ ଉଦଘାଟନ କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି । ତେଣୁ ଏହି ସବୁକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଭିଡିଓ କନଫୋରେନ୍ସ ଜରିଆରେ ପ୍ଳାଜମ ବ୍ୟାଙ୍କର ଶୁଭ ଉଦଘାଟନ କରିଛନ୍ତି । ଯେଉଁ ମାନେ କରୋନାରୁ ସୁସ୍ଥ ହୋଇ!-->…