ପଜିଟିଭ୍ ଅଧିକ ତ ଅଫିସ୍ ତାଲା
ଭୁବନେଶ୍ୱର: ଜଣେ, ଦୁଇଜଣ କର୍ମଚାରୀ କରୋନା ପଜିଟିଭ୍ ବାହାରିଲେ, କୌଣସି ଅଫିସ୍ ବନ୍ଦ ହେବନାହିଁ ଓ କେବଳ ଆକ୍ରାନ୍ତ କର୍ମଚାରୀ ଶେଷ ୪୮ ଘଂଟା ଭିତରେ ଅଫିସ୍ରେ ଯେଉଁ ସବୁ ସ୍ଥାନକୁ ଯାଇଥିାବେ, ତାହାକୁ ବିଶୋଧନ (ସାନିଟାଇଜ୍) କରାଯିବ । ଉକ୍ତ ଅଫିସରୁ କିନ୍ତୁ ଯଦି ଅଧିକ ସଂଖ୍ୟାରେ କରୋନା!-->…