ହଙ୍ଗକଙ୍ଗ ଲାଗୁ ହେଲା ଚୀନ ଆଇନକାନୁନ
ନୂଆଦିଲ୍ଳୀ: ବିଶ୍ୱ ଉପରେ କବ୍ଚା କରିବାକୁ ଚାହୁଁଥିବା ଚୀନ୍ ଏବେ ହଙ୍ଗକଙ୍ଗ ଉପରେ ନିଜର ବଡଭାଇ ପଣିଆ ଜାହିର୍ କରିବା ଆରମ୍ଭ କରିଛି ।ହଙ୍ଗକଙ୍ଗ ଜଣେ ବ୍ୟକ୍ତି ନିଜ ଦେଶର ସ୍ୱାଧୀନତା ପାଇଁ ହାତରେ ପତାକା ଧରି ଛିଡାହୋଇଥିଲେ । ତାଙ୍କୁ ଗିରଫ କରାଯାଇଛି । ଏହା ଚୀନ୍ ଆଇନକାନୁନ ବିରୋଦ୍ଧ ବୋଲି!-->…