ନେଭେଲିରେ ବଏଲର ଫାଟି ୫ମୃତ

ଚେନ୍ନାଇ: ତାମିଲନାଡୁର କୁଡ୍ଡାଲୋର ଜିଲ୍ଲା ଅନ୍ତର୍ଗତ ନେଭେଲିରେ ଥିବା ଲିଗନାଇଟ କର୍ପୋରେସନ (ଏନଏଲସି)ରେ ବଏଲର ବିସ୍ଫୋରଣ ଘଟି ୫ଜଣଙ୍କ ମୃତୁୃ ହୋଇଛି । ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର

ବୀରମିତ୍ରପୁର: ନିଲମ୍ବିତ ଆଇଆଇସି ବହିଷ୍କୃତ

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ର ନିଲମ୍ବିତ ପୁର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ ପୋଲିସ ମହାନିର୍ଦେଶକ ଅଭୟ ଆଜି ଚାକିରୀରୁ ବହିଷ୍କୃତ କରିଛନ୍ତି । ପୁଲିସ ମହାନିର୍ଦେଶକ ଅଭୟ ଟ୍ୱିଟ ଯୋଗେ ଏନେଇ ସୁଚନା ଦେଇଛନ୍ତି । ଟ୍ୱିଟରେ

ବିନାଭକ୍ତରେ ବାହୁଡିଲେ ମହାପ୍ରଭୁ

ପୁରୀ : ନବଦିନ ବ୍ୟାପୀ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ବାହୁଡିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ , ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ସିଂହଦ୍ୱାରରେ ପହଞ୍ଚିଛି । ପ୍ରଥମେ ତାଳଧ୍ୱଜ

ସିନେ ଶ୍ରମିକଙ୍କୁ ଅଭିନେତାଙ୍କ ରାସନ ବଂଟନ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ‘କର ଫାଉଣ୍ଡେସନ୍'ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦନ କରଙ୍କ ଦ୍ୱାରା ସାମ୍ପ୍ରତିକ କୋଭିଡ୍-୧୯ ମହାମାରୀ ଯୋଗୁ ଜୀବନ ନିର୍ବାହରେ ଅସୁବିଧାର ସମ୍ମୁଖୀନ ହେଉଥିବା ସିନେ ଶ୍ରମିକ ଯଥା - ଟେକ୍ନିସିଆନ୍,

୨ଲକ୍ଷ ଉଦ୍ୟୋଗକୁ ୨୦ ହଜାର କୋଟି ଟଙ୍କା ଯୋଗାଇ ଦିଆଯିବ

ନୂଆଦିଲ୍ଳୀ : କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମଏସଏମଇ) ଉଦ୍ୟୋଗ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ସବର୍ଡିନେଟ ଡେଟ ବା ଉପଋଣ ଗ୍ୟାରେଂଟି ଯୋଜନା ଘୋଷଣା କରିଛନ୍ତି । ଏହାକୁ ମଧ୍ୟ 'ଡିସଟ୍ରେଷ୍ଟ ଆସେଟ୍ସ ଫଣ୍ଡ-ସବଅର୍ଡିନେଟ ଡେଟ ଫର ଏମଏସଏମଇ' କୁହାଯାଉଛି । ଏହି ଯୋଜନା ଅନୁସାରେ ୨୦ ହଜାର

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ ଅଧିନ ୱାଡର଼୍ ନଂ- ୨୮ସ୍ଥିତ ସୁନାଦେଇ ମନ୍ଦିର ପ୍ରାଙ୍ଗଣରେ ମହାମାରୀ କରୋନା ବିପକ୍ଷରେ ଯୁଦ୍ଧ ଚଳାଇଥିବା କରୋନା ଯୋଦ୍ଧାମାନଙ୍କୁ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ତୁଷାର ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇ

କରୋନା ଦୂର କରିବା ପାଇଁ ଜାଳିଲେ ଦୀପ

ଭୁବନେଶ୍ୱର : ଭାରତବର୍ଷରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରେ ପହଂଚିଥିବା ବେଳେ ବିଶ୍ୱରେ କୋଟିଏରୁ ଊର୍ଦ୍ଧ୍ୱ ଲୋକଙ୍କୁ ସଂକ୍ରମଣ ହୋଇଛି । ଓଡ଼ିଶାରେ ପ୍ରାୟ ୭ ହଜାର ବ୍ୟକ୍ତି ଏହି ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ କରୋନା ଯୋଗୁଁ ସମୁଦାୟ ମୃତ୍ୟୁ ସଂଖ୍ୟା ୨୫

କଂଗ୍ରେସ ଗଣମାଧ୍ୟମର ନୂତନ ଟିମ ଘୋଷଣା

ଭୁବନେଶ୍ୱର: ସର୍ବଭାରତୀୟ ଜାତୀୟ କଂଗ୍ରେସର ସାମାଜିକ ଗଣମାଧ୍ୟମ ବିଭାଗ ଓ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ରାଜ୍ୟ ସାମାଜିକ ଗଣମାଧ୍ୟମ ଏବଂ ଡିଜିଟାଲ ମିଡ଼ିଆର ଚେୟାରମେନ ଶ୍ରୀ ଅଭିଷେକ ମହାନନ୍ଦ ଏକ ୩୨ ଜଣିଆ ନୂତନ କମିଟି ଗଠନ କରିଛନ୍ତି ।

କୋଇଲା ଖଣି ନିଲାମକୁ ବିରୋଧ

ଭୁବନେଶ୍ୱର : ଲକଡାଉନ ସମୟରେ କୌଣସି ଆଲୋଚନା, ପରାମର୍ଶ କିମ୍ବା ପ୍ରତିବାଦ କରିବାର ସୁଯୋଗ ନଥିବା ବେଳେ କେନ୍ଦ୍ର ସରକାର ୪୧ଟି କୋଇଲା ଖଣିକୁ ଅଗଣିତାନ୍ତ୍ରିକ ଉପାୟରେ ନିଲାମ କରିବା ଲାଗି ଯୋଜନା କରିଛନ୍ତି ବୋଲି ଆଜି ଲୋକଶକ୍ତି ଅଭିଯାନ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ।