ଟ୍ୱିନ୍ସିଟି ଓ ପୁରୀରେ ସପ୍ତାହନ୍ତ ସଟ୍ଡାଉନ୍
* ଏଣିକି ସକାଳ ୬ରୁ ରାତି ୮ ଦୋକାନ ଖୋଲା * ସାରା ରାଜ୍ୟରେ ରାତ୍ରି କର୍ଫ୍ୟୁ ବଳବତର * ରାତି ୮ଟାରୁ ସକାଳ ୬ ନାଇଟ୍ କର୍ଫ୍ୟୁ * ଖୋଲିବ ହଲ୍, ମଲ୍, ପାର୍କ ଓ ରେଷ୍ଟୁରାଁ * ଧାର୍ମିକ, ସାମାଜିକ, ରାଜନୈତିକ ସମାବେଶ ମନା * ପ୍ରଦର୍ଶନୀ ମେଳାକୁ ନାଁ *!-->…