ଜୁଲାଇ ୪ରେ ଖୋଲିବ ଜାମା ମସଜିଦ୍
ନୂଆଦିଲ୍ଲୀ : କୋଭିଡ଼ ମହାମାରୀ ପାଇଁ ବନ୍ଦ ରହିଥିବା ଐତିହାସିକ ଜାମା ମସଜିଦ ଜୁଲାଇ ୪ରେ ଖୋଲିବ । ସମୂହ ନମାଜ ପାଠ ପାଇଁ ଏହାକୁ ଖୋଲାଯିବ ବୋଲି କହିଛନ୍ତି ସହି ଇମାମର ସେୟଦ ଅହମଦ ବୁଖାରୀ ।ଦିନକୁ ଦିନ ବିଶ୍ୱ ମହାମରୀର ପାଦୁର୍ଭାବକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିଦିଆଯାଇଥିଲା!-->…