ବିଞ୍ଝାରପୁରରେ କୋଭିଡ କଟକଣା ଫୁ, ମନ୍ଦିର ଓ ମଣ୍ଡପରେ ୧୩ ବାହାଘର, ଶତାଧିକ ଲୋକଙ୍କ ଭିଡ
ବିଞ୍ଝାରପୁର: ଗୋଟିଏ ପଟେ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଅନ୍ୟପଟେ କୋଭିଡ-୧୯ କଟକଣାକୁ ଲୋକ ମାନିବାକୁ ନାରାଜ । ଆକ୍ରାନ୍ତଙ୍କସଂଖ୍ୟା ବଢୁଥିବା ବେଳେ ବ୍ଲକ ପ୍ରଶାସନ ସେତେଟା ଗୁରୁତ୍ୱ ଦେଉନଥିବା ଅଭିଯୋଗ ରହିଛି । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର!-->…