ଜାମ୍ମୁରେ ଭୂକମ୍ପ ଅନୁଭୂତ
ଜାମ୍ମୁ : ଜାମ୍ମୁର କିଛି ଅଂଚଳରେ ମଙ୍ଗଳବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୦ ମ୍ୟାଗ୍ନିଚ୍ୟୁଡ ଥିବା ବେଳେ ଏଥିରେ କୈାଣସି କ୍ଷୟକ୍ଷତି ହୋଇ ନଥିବାର ସୂଚନା ମିଳିଛି । ସକାଳ ୮.୫୬ ମିନିଟ୍ ରେ ଦୋଡ଼ା ଜିଲ୍ଲା ଅନ୍ତର୍ଗତ ଭଲାସ ଠାରେ ଏହା ସୃଷ୍ଟି ହୋଇଥିବା ବିଶେଷଜ୍ଞ!-->…