ସ୍ଥାୟୀ ନିଯୁକ୍ତି ପାଇଁ ଦାବି
ଖୋର୍ଦ୍ଧା : ସେସୁ ଅଧିନରେ ଥିବା ବିଦ୍ୟୁତ ବିତରଣ କାର୍ଯ୍ୟ ଟାଟା ନେଇଯିବା ପରେ ଚାକିରି ହରାଇବା ଆଶଙ୍କାରେ ପୂର୍ବ ଫ୍ରାଂଚାଇଜ କମ୍ପାନିୀର କର୍ମଚାରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋମବାର ଶତାଧିକ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସେସୁ ଡ଼ିଭିଜନ କାର୍ଯ୍ୟାଳୟ!-->…