ଓଡିଶାରେ ଉଦ୍ୟୋଗୀ ସୃଷ୍ଟି କରିବାକୁ ପଡିବ: ଧର୍ମେନ୍ଦ୍ର
ଭୁବନେଶ୍ୱର : ନୂଆଦିଲ୍ଲୀସ୍ଥିତ ଅଗ୍ରଣୀ ଅଣ-ଲାଭଜନକ ତଥା ସାମାଜିକ-ସାଂସ୍କୃତିକ, ପ୍ରଭାବଶାଳୀ ଏବଂ ଏକ ନିରପେକ୍ଷ ବିଚାରଧାରା ସମ୍ପନ୍ନ ଅନୁଷ୍ଠାନ ଓଡ଼ିଆ ସମାଜ, ନୂଆଦିଲ୍ଲୀ ପକ୍ଷରୁ ଆଜି 'ଓଡ଼ିଶାରେ ଏମ୍ଏସ୍ଏମ୍ଇ ନିମନ୍ତେ ଆର୍ଥିକ ପ୍ୟାକେଜ ଏବଂ ସୁଯୋଗ ସମ୍ପର୍କିତ ଏକ ୱେବିନାର ଅନୁଷ୍ଠିତ!-->…