ଓଡିଶାରେ ପଂହଚିଲା କରୋନା ଔଷଧ
ନୂଆଦିଲ୍ଲୀ- ଓଡିଶା ପାଇଁ ଆଶ୍ୱସ୍ତିର ଖବର । କରୋନା ଔଷଧ ରେମଡେସିଭର ପଂହଚିଲା ଓଡିଶାରେ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ହାଇଦ୍ରାବାଦସ୍ଥିତ ଔଷଧ ନିର୍ମାଣକାରୀ କମ୍ପାନୀ ହେଟେରୋକୁ କୋଭିଡ-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା!-->…