ଭାରତ ସେନାଙ୍କ ମୁକାବିଲା ପାଇଁ ସୀମାକୁ ଚୀନ ପଠାଇଥିଲା ମଲ୍ଲ ଯୋଦ୍ଧା
ବେଜିଂ : ଗଲୱାନ ସଂଘର୍ଷକୁ ନେଇ ଚୀନ ଏବଂ ଭାରତ ଉଭୟ ପରସ୍ପରଙ୍କୁ ଦୋଷାରୋପ କରୁଥିବାବେଳେ ଏହା ଚୀନର ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଚୀନ ସ୍ୱୀକାର କରିଛି । ସଂଘର୍ଷ ପୂର୍ବରୁ ସାମରିକ କ୍ରୀଡ଼ାବୀତ୍ ମାର୍ଶାଲ ଆର୍ଟିଷ୍ଟଙ୍କୁ ସୀମାକୁ ପଠାଯାଇଥିଲା ବୋଲି ଚୀନ ନ୍ୟାସନାଲ ଡ଼ିଫେନ୍ସ ନ୍ୟୁଜ!-->…